ଅନ୍ଧକାର
ଅନ୍ଧକାର
ଅମା ଅନ୍ଧକାର ର ରାତ୍ରି ରେ
ଅଶରିରୀ ର ଆତଙ୍କ ମନ ଉଙ୍କି ମାରେ।
ଅନ୍ଧକାର ର ବକ୍ଷ କୁୁ ଭେ ଦି ଶୋଇ
ଥାଏ ଡର ମନ ମଧ୍ୟ ରେ।
କିଛି ହାହାକାର ଦୁଃଖୀ ଲୋକଟି
କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ଯ କରେ ।
ଆଉ କିଛି ଅନ୍ଧକାର ଲେଖି ଦିଏ କଳଙ୍କ ର
କାଳୀମା ବଂଶର ଅଭିଜାତ୍ୟ ଉପରେ ।
