Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ଅନ୍ଧାର

ଅନ୍ଧାର

1 min
144



ଅନ୍ଧାର ଅଳନ୍ଧୁ ନୁହେଁ ମୁହଁ ସାରା

ବୁଢିଆଣୀ ଜାଲ ପରି ଛନ୍ଦି ହୋଇଯିବ

ବରଂ ଅନ୍ଧାର ଛିହ୍ନାଇ ଦିଏ କୃତକର୍ମ

ନିଜର ଅନ୍ୟର ସଭିଙ୍କର

ଶିକ୍ଷା ଓ ସଜାଡ଼ି ଦିଏ ଭବିଷ୍ୟତ ପାଇଁ

ଭୟ କାହିଁ ଏତେ ଅନ୍ଧାରକୁ

ବରଂ ସୁଯୋଗ ଦିଏ ପଶ୍ଚତାପ ଓ ପ୍ରାୟଶ୍ଚିତ କରିବାକୁ

ଚେତନାର ବିକାଶରେ ଓଁ ଚୈତନ୍ୟର ସମାପିକା

ସରଳୀକରଣ ତଥା ସମୀକରଣ କରିବାକୁ

ଅନ୍ଧାର ତୁ ଅଛୁ ବୋଲି ବେଖାତିର ନହେଲେ ବି

ଆଲୋକର ଚିତ୍ର କରିବକୁ ସୁର୍ଯ୍ୟଙ୍କୁ ପ୍ରଣାମ କରି

ଯୋଗ ବାୟାମ କରିଯିବାକୁ

ଉତ୍ସ ଓ ସ୍ୱଚ୍ଛ ଅନ୍ଧାର ତୁ।

ଅନ୍ଧାର ସୂଚାଏ କର୍ତ୍ତବ୍ୟ କର୍ମ ସଚେତନତାକୁ

କେଜାଣି କାହିଁକ ଅନ୍ଧାରରେ ଭକ୍ତି ଜାଗେ

ହୃଦୟ ପ୍ରାଣକୁ

ଛୁଇଁ ଯାଉ ନିର୍ବିଘ୍ନରେ ତାଳୁରୁ ତଳିପାକୁ

ଚିହ୍ନିବାକୁ ବୁଝିବାକୁ ପର ଆପଣାକୁ ।


Rate this content
Log in

Similar oriya poem from Abstract