STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଅନ ଲାଇନ ଶିକ୍ଷା

ଅନ ଲାଇନ ଶିକ୍ଷା

1 min
255

କରୋନା କବଳେ କବଳିତ ଆଜି ହୋଇଛି ବିଶ୍ୱ

ଛାତ୍ର ଛାତ୍ରୀମାନେ ରୁହନ୍ତି ଘରେ ହୋଇ ବିବଶ।।


ଅନଲାଇନ୍ ମାଧ୍ୟମେ ଶିକ୍ଷା ପାପ୍ତ କରନ୍ତି

ସ୍ମାର୍ଟ ଫୋନ କମ୍ପୁଟରରେ ଦକ୍ଷ ହୁଅନ୍ତି ।।


ହ୍ଵାଟ୍ସଆପ୍ ଜୁମ ଚକଲେଟ୍ ଆପ୍

ୟୁଵ ଟ୍ୟୁବ୍ ଗୁଗୁଲ ମିଟ୍ ସହିତ ଭାବ।।


ଅଭିଜ୍ଞ ଶିକ୍ଷକ ପଢ଼ାନ୍ତି ରହି ଗୋଟିଏ ସ୍ଥାନେ

ଭିନ୍ନ ଭିନ୍ନ ସ୍ଥାନେ ପିଲାଏ ବ୍ୟସ୍ତ ଶିକ୍ଷା ଗ୍ରହଣେ।।


ଭଲ ଭଲ ପିଲା ପଢନ୍ତି ଧୀର ସ୍ଥିର ଚିତ୍ତରେ

ଦୁଷ୍ଟ ପିଲା ଖେଳ ଖେଳନ୍ତି କଂପ୍ୟୁଟର ହାତରେ।।


ଅନ ଲାଇନ ପାଠର ବହୁ ଅଛି ସୁବିଧା

ମୁଣ୍ଡବ୍ୟଥା ,ଆଖି ଖରାପ ବଢାଏ ସ୍ୱାସ୍ଥ୍ୟ ଚିନ୍ତା।।


ତଥାପି ଏହି ବ୍ୟବସ୍ଥାରେ ବହୁ ଅଛି ଫାଇଦା

ଅନଲାଇନ୍ ଶିକ୍ଷାର ଏହା ଭିତିରି କଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract