STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅନ ଲାଇନ ଆସର

ଅନ ଲାଇନ ଆସର

1 min
369


ଆଗରୁ ବହୁତ ଦୂର ଯିବାକୁ ହେଉଥିଲା

କୋରନା କାଳ ରେ ବହୁତ ସୁବିଧା ହେଲା

ଆଜି କାଲି ସମସ୍ତ ଙ୍କ ହାତ ରେ ଫୋନ. ଅଛି

ବିଜ୍ଞାନ ଯୁଗ ରେ ଭାରି ସୁବିଧା ହୋଇଛି

ଘରେ ଥାଇ ଆସର ମିଳୁଛି

ସୁବର୍ଣ୍ଣ ସୁଯୋଗ ଏବେ ଆଣି ଦେଇଛି

କେତେ ପ୍ରତି ଜୋଗିତା ହେଉଛି

ସବୁ ଲେଖା ଦେବାକୁ ମନ ହେଉଛି

ଯଉଦିନ ଲେଖା ଦେଇ ନହେବ 

ଦୁଃଖ ଲାଗୁଛି

ଅନ ଲାଇନ ଆସର ଆମ ପ୍ରିୟ ହୋଇଛି

ଯେତେ କାମ ଥିଲେ ବି ଲେଖା ଦେବାକୁ ମନ ହେଉଛି

ଆବାଳ,ବୃଦ୍ଧ,ବନିତା ସଭିଙ୍କୁ ଟାଣି ଆଣୁଛି

କେତେ ଲୋକ ଆମକୁ ଆଗରୁ ଜାଣିନ ଥିଲେ

ଅନ ଲାଇନ ଆସର ଯୋଗୁ ଆମ ପରିଚୟ ପାଇଲେ

କେତେ ସମ୍ମାନ ଆମେ ପାଉଛୁ

ସଭିଏଁ ଏକାଠି ଯୋଡି ହୋଇଛୁ

କେତେ ଆଶା ଆମ ପୁର୍ଣ ହୋଇଲା

ଯେବେ ଅନ ଲାଇନ ଆସର ହୋଇଲା

ଆମେ ସତରେ ଭାଗ୍ୟ ବାନ ହେଲୁ

ଅନ ଲାଇନ ଆସର ପାଇଲୁ

ଅନ ଲାଇନ ଆସର ଏମିତି ଚାଲୁ ସବୁ ଦିନ 

ସଫଳ ହେଉ ଆସର ଈଶ୍ୱର ଙ୍କୁ ନିବେଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational