STORYMIRROR

Chittaranjan Lenka

Abstract Others

2  

Chittaranjan Lenka

Abstract Others

ଅମାନିଆ ମନ

ଅମାନିଆ ମନ

1 min
13.7K


ଦୁଃଖ ଦିଏ ଯିଏ                     ସୁଖ ଦିଏ ସିଏ

ଭଲ ଭାବେ ତାକୁ ଜାଣ

କେତେବେଳେ କାନ୍ଦେ        କେତେବେଳେ ହସେ

ନିଜର ଆପଣା ମନ


ଏଡେ ଅମାନିଆ                  ବୁଝି ବି ବୁଝେନା

ଦିଅଇ ଅନ୍ୟର ଦୋଷ

ଚିନ୍ତିଲେ ଠାକୁର                 ହୋଇପାରେ ସ୍ଥିର

ସମସ୍ୟା ହୁଅଇ ଶେଷ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract