STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଅମାବାସ୍ୟା।

ଅମାବାସ୍ୟା।

1 min
170


ପୃଥିବୀ ଚନ୍ଦ୍ର ଘୂର୍ଣ୍ଣନ ହେତୁ

ଋତୁଙ୍କ ହୁଏ ଖେଳ।

ଛଅ ଋତୁଙ୍କ ଯିବାଆସିବା

ବର୍ଷା ଖରାର ବେଳ।

ଚନ୍ଦ୍ର ସୂର୍ଯ୍ୟଙ୍କ ଆସିବା ଯିବା

ବର୍ଷା ଖରାର ବେଳ।

ଚନ୍ଦ୍ର ସୂର୍ଯ୍ୟଙ୍କ ଲୁଚକାଳିରେ

ଦିନ ରାତିର ସୃଷ୍ଟି।

ପୃଥିବୀ ଦେହେ ପଡଇ ଖରା

କେବେ ହୁଅଇ ରାତି।

ଚନ୍ଦ୍ରର କ୍ଷୟ ଚଉଦ ଦିନ

ଅମାବାସ୍ୟାରେ ଶେଷ।

ଶୁକ୍ଳରେ ବୃଦ୍ଧି ହୁଅଇ ପୁଣି

ପୂର୍ଣିମାରେ ପୂର୍ଣ୍ଣ ପ୍ରକାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational