STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଅମୄତ ମହୋତ୍ସବ

ଅମୄତ ମହୋତ୍ସବ

1 min
197


ପ୍ରାରମ୍ଭ ହୋଇଲା ପବିତ୍ର ଉତ୍ସବ


ଅମୃତ ମହୋତ୍ସବ ହେଲା ଉତ୍ସବ,


ଡାଣ୍ଡି ମାର୍ଚ୍ଚର ସେ ପବିତ୍ର ଉତ୍ସବ


ସାବରମତୀରୁ ହୋଇଲା ଉତ୍ସବ।୧।


ଦେଶର ପ୍ରଧାନ ଅତି ହିଁ ମହାନ


ଐତିହାସିକ କାର୍ଯ୍ୟକ୍ରମେରେ ମନ


ସ୍ବତନ୍ତ୍ର ସଂଗ୍ରାମେ ନିଳା ବଳିଦାନ 


ଶିକ୍ଷା ଦେଲେ ଜନେ ଦେଶର ମହାନ।୨।           


ବ୍ରିଟିଶ ସାମ୍ରାଜ୍ୟ ବାଦହିଁ ସେ ନୂହେଁ


ବୈଶିକ ସାମ୍ରାଜ୍ୟବାଦକୁ ଶିକ୍ଷାଏଁ,


ଶିକ୍ଷା ଦେଇ ଥିଲେ ସୁଭାଷ ବାବୁହିଁ 


ପାଳନ କରିବେ ଦେଶର ବାସୀହିଁ।୩।


ଅଣ୍ଡମାନ ମଧ୍ୟେ ସ୍ବତନ୍ତ୍ର ପ୍ରଥମ


ଆଣିଥିଲେ ତହିଁ ସୁଭାଷ ପ୍ରଥମ,


ଆଜାଦ ସରକାର ନାମ ପ୍ରଥମ


ଆଜାଦ ହିନ୍ଦ ଫୌଜରେ ହେଲା ନାମ।୪।


ଲୋକତନ୍ତ୍ରର ଏହି ପରମ୍ପରାରେ


ଗର୍ବାନୀତ ହୁଏ ଜନତା ଭିତରେ,


ଗାଇବା ଗୌରବ ଅତିହିଁ ଆଦରେ


ଅମୄତର ଏହି ମହୋତ୍ସ ପର୍ବରେ।୫।


ଜାଗ୍ରିତ ହୋଇବ ପୌରାଣିକ କ୍ରୀତି


ଶୁଣିବେ ବୀରଙ୍କ ବୀରତ୍ବର ଶକ୍ତି,


ମହୋତ୍ସବ ଦେବ ବିଶ୍ବାସର ପ୍ରିତି


ବଳିଦାନ କଥା ସାହାସର ଜ୍ୟୋତି।୬।


ଅତ୍ମନିର୍ଭରରେ ଦେଶହିଁ ସାଜିଛି


କୋରନାର ଟିକା ସର୍ବେହିଁ ମିଳୁଛି,


ଜନକଲ୍ୟାଣର କାର୍ଯ୍ୟ ହେଉଛି


କୋରନାର ଟିକା ବିଶ୍ବେକୁ ମିଳୁଛି।୭।


ପ୍ରାରମ୍ଭ ହୋଇଲା ପବିତ୍ର ଉତ୍ସବ


ଅମୄତ ମହୋତ୍ସବ ହେଲା ଉତ୍ସବ,


ଦାଣ୍ଡିମାର୍ଚ୍ଚର ସେ ପବିତ୍ର ଉତ୍ସବ


ସବରମତୀରୁ ହେଲା ଉତ୍ସବ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational