STORYMIRROR

Reeta aparajeeta Mohanty

Classics

2  

Reeta aparajeeta Mohanty

Classics

ଅଳ୍ପ ଦିନର ମୋ ଗଳ୍ପ -ରୀତା

ଅଳ୍ପ ଦିନର ମୋ ଗଳ୍ପ -ରୀତା

1 min
303

ମୋ ଦେହରେ କେତେ ମହକ

କୋଟି ଜନ ମାନସ ର ପ୍ରିୟ ହେନା ଫୁଲ ଟିଏ ମୁଁ

ଯଦିଓ ମୋ ଜୀବନ କାଳ ସ୍ଵଳ୍ପ

ଅଳ୍ପ ଦିନର ମୋ ଗଳ୍ପ

ଚୁନା ଚୁନା ହେଇ ଝରିଯାଏ

ତୁମ ପାଦ ଦେଶରେ

ତୁମେ ଖୁସି ହେଇ ପାଦ ଛାଟି ଛାଟି ଯାଅ ମୋ ଉପରେ

ସେଇ ଖୁସି ଟିକକ ପାଇଁ ମୁଁ ବାରମ୍ବାର ଜନ୍ମନେବି ଏଇ ଧରା ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics