ଅଳଙ୍କାର
ଅଳଙ୍କାର
ଅଳଙ୍କାର ସୁବର୍ଣ୍ଣ ରୌପ୍ୟ
ଧାତୁର ଏକ ଅହେତୁକ
ରୂପାନ୍ତର
ନାରୀ ଜାତିର ଏକ
ଆଭୂଷଣ
ସୌନ୍ଦର୍ଯ୍ୟର ଦୀପ୍ତିମନ୍ତ
ପ୍ରତୀକ
ଦିଏ ମଣିମୁକ୍ତାର ଚହଟ
ଝଲକ
ସଭିଏଁ ଧାରଣ କରନ୍ତି
ଆପଦରୁ ମସ୍ତକ ପର୍ଯ୍ୟନ୍ତ
ବିଭିନ୍ନ ଆକୃତି ଗତ
ସଦା ପବିତ୍ର
ଦେବତା ଗଣଙ୍କ ଠାରୁ
ଆରମ୍ଭ କରି ନରନାରୀ
ଆବାଳ ବୃଦ୍ଧବନୀତା
ସଭିଙ୍କ ଅଙ୍ଗୁଷ୍ଠିରୁ ଗଳା
ପର୍ଯ୍ୟନ୍ତ ସୁଶୋଭିତ
ଦର୍ଶାଏ ଆଭିଜାତ୍ଯର ରୂପକ
ତାକୁ ନେଇ କିଏ ଧନୀ
ତାରି ବିନୁ ସଭିଏଁ ହୁଅନ୍ତି
ଦରିଦ୍ରରେ ପରିଗଣିତ
ଅଟଇ ସେ ଅମୁଲମୂଲ
ଅଟଇ ସେ ଯୁଗର
ପରିଚାଳକ
ଯୁଗ ପ୍ରବାହକ ନିୟନ୍ତ୍ରକ ।
