ଅଳକାଗୋ ..........
ଅଳକାଗୋ ..........
ମୌନାବତୀ ଅଳକାଗୋ
ଏବେ ଟିକେ
କଥା କହ କଥା କହ ।
ତୁ ତ ଦେଖିଛୁ
ମୋ ସନ୍ଧ୍ୟାବତୀର
ଅମାନିଆ ଆଖି ଲୁହ ।
ଦେଖିଛୁ କିପରି
ଗୋଲାପୀ ଚି଼ବୁକେ
ଲୁହ ଠୋପା ମୁକ୍ତା ବିନ୍ଦୁ ।
ଧରି ରଖିଥିଲେ
ସନ୍ଧ୍ୟlବତୀର
ପୁର୍ଣିମା ପ୍ରେମ ଇନ୍ଦୁ ।
ଏତେଦିନ ପରେ
ଆସିଥିଲା ସିଏ
ନୁହେଁ ସେତ ସନ୍ଧ୍ୟାବତୀ ।
ତା ପାଦର ସେଇ
ପାଉଁଜି ଶୃଙ୍ଖଳ
ଏବେ ସାଜିଛି ସେ ବ୍ରିଡ଼ାବତୀ ।