Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Drama Classics Others

3  

Sunanda Mohanty

Drama Classics Others

ଅଳିଆ ର ଠିକଣା ରେ କମ୍ପକମ୍ପା

ଅଳିଆ ର ଠିକଣା ରେ କମ୍ପକମ୍ପା

1 min
174



ଅଳିଆର ଠିକଣା ଖୋଜି 

ଘାସ କୁ ଚାହେଁ ତ 

ଆଖିମିଟିକା ମାରେ 

ଡଷ୍ଟବିନ କୁ ଚାହେଁ ତ 

ଫୁତ୍କାର ମାରେ 

ଘରର କୋଣ ଗୁଡାକ 

ବି ହସୁଥାଏ ଜୋରରେ

ଉପର ଅଳନ୍ଧୁ 

ତଳେ ପ୍ଲେଟ ପକା ଘରେ 

ପୋଛା ମାରିବାକୁ ହୁଏ 

ଜୋରସୋର ନାନାଦି କପଡ଼ାରେ 

ମୁଁ ଛାନିଆ ହୁଏ ସ୍କୁଲ ରେ 

ଦଶମ ଶ୍ରେଣୀ ପିଲାମାନେ 

ଆସିବା ପୁର୍ବରୁ ଓ ପରେ 

ମୋ ନିଜ ଭିତର ଅଳିଆ 

କୁ ପକାଏ ପାହାରେ 

ବିବେକ ଡଷ୍ଟବିନ ରେ 

ସର୍ବଦା ଜୁହାରେ 

ଘରକୋଣ ଅଳିଆରେ 

ଅହଂକାର ମୁଁ ରେ 

ସବୁ କୋଉ ଛାଡି ହୁଏ ଏ ସଂସାରେ 

ତଥାପି କମ୍ପକମ୍ପା ଗୁଡ଼ାଙ୍କୁ 

ମୁଁ ଭାରି ଡରେ 

ଧୁରନ୍ଧର ସେମାନେ ଅଳିଆ କରିବାରେ 

ପାରୁପର୍ଯ୍ୟନ୍ତ ଅତର୍ଛିୟା ରୁ ନିଜକୁରକ୍ଷାକରେ l


Rate this content
Log in

Similar oriya poem from Drama