STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଅଜା ଯେବେ ଚାଲିଗଲେ -ରୀତା

ଅଜା ଯେବେ ଚାଲିଗଲେ -ରୀତା

1 min
345

ମୁଁ ପଢ଼ୁଥlଏ ଷଷ୍ଠ ରେ

ହଟାତ ସ୍କୁଲ ଆସି ଜାଣିଲି

ଅଜl ଆଉ ନାହଁନ୍ତି

ଛାତି ଉପରେ କିଏ ଯେମିତି

ଦୁଃଖ ମେଞ୍ଚେ ଲେସି ଦେଇଗଲା

ବଲିଷ୍ଠ ବ୍ୟକ୍ତିତ୍ୱ

ବହୁତ ସରଳ

ପିଲାଙ୍କ ସହ ଖେଳିଲା ବେଳେ

ଆଜି ଗପ କହିଲା ବେଲେ

ସେ ପିଲା ପାଲଟି ଥଲେ

ଅଜା ବହୁତ ଭଲଲୋକ ଥିଲେ

ଅଜା ଯିବାର ଅନେକ ଦିନ

ପରେ

ଅଜା ମନେପଡେ ସ୍ମୃତି ସବୁ ଭିଡ଼ ଜମାନ୍ତି

ଅଜାଙ୍କ ସହ କଟିଥିବା ଆମ୍ର ଗଛ ବଡ଼ ହେଲାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract