STORYMIRROR

ଲିମନ ଦିଦି

Classics

3  

ଲିମନ ଦିଦି

Classics

ଅଜା' S ରସୁଣ

ଅଜା' S ରସୁଣ

1 min
324



ଯାଇଥିଲି ଅଜା ହାଉସ୍ କରିବାକୁ ଭିଜିଟ୍

ଆଈ କହିଲେ ଷ୍ଟପ ଟିକେ କରିବା ଲଞ୍ଚ ଇଟ୍


ଦୁହେଁ କଲୁ କୁକିଙ୍ଗ ଦେଇ ମାଇଣ୍ଡ ହାର୍ଟ

ଗ୍ରାଣ୍ଡ ଫାଦର ଆସି ବାହାରୁ ଦେଖାଇଲେ ସ୍ମାର୍ଟ


ଅଧିକ କରି ପାଇଁ କରିଗଲେ ଅର୍ଡର

ଆଈ କହିଲେ ହେଇଛି ନୋ ମୋର୍ ଅଦର୍


ରାଇସ ,ଡାଲି ,ରାଇ ସଙ୍ଗେ ବାଇଗଣ ଚିପ୍ସ

ସାର୍ଭ କରି ବୋହିନେଲୁ ହୋଇଣ ବ୍ଲିସ୍


ଲୋଡା ଜିନ୍ଜର ଚାରି କୋଲା ଅଜାଙ୍କର ଚିର ରୋଲ୍

ବଳିଲାରୁ ଗେଭ୍ ମି ଗୋଟିଏ ପୁରା ଫୁଲ୍


ନାହିଁ କଲି କମ୍ପେଲ୍ ମି ତେଣୁ କଲି ଇଟ୍

ଦେନ୍ ଦେଖ ମାଏଁ ପେଟ ହୋଇଗଲା ହିଟ୍


ଚଳେଇନେଲି ପାଣି ପିଇ କି ଏଗେନ୍ ୱାନ୍ ପ୍ରୋବ୍ଲେମ୍

ମାଉଥ୍ ମୋର ପ୍ରଡ୍ୟୁସ୍ କଲା ୱାନ୍ ନ୍ୟୁ ଗେମ୍


 ରସୁଣିଆ ସ୍ମେଲ୍ ମାଏଁ ମାଉଥ୍ କଲାନି ଲିଭ୍

କାର୍ଡା ମମ୍ ଚାରିଟି ପାଟିକୁ କଲି ଗିଭ


ଗଲାନି ଗଲାନି ଗଲାନି ଟୁ ଡେ ଯାଏ ପାଇଁ

ଲଞ୍ଜି ଲଞ୍ଜି ଅଣିଆତି ଛାଡ ରସୁଣର ଗେନ୍


ଅଜା ' S ରସୁଣ ମାଇଣ୍ଡ ରେ ହୋଇଗଲା ମିମୋରି

ଜିଞ୍ଜର ଜିଞ୍ଜର ପେଟ ପାଟି ଲେଖୁଛନ୍ତି ଷ୍ଟୋରି

                          

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics