STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
181

ଭାରତ ମାତା ର ବୀର ସନ୍ତାନ

ଦେଇ ଗଲେ ଭେଟି ସ୍ଵାଧୀନତା ଦିନ

ଆସ ସର୍ବେ ଆଜି ରହିବା ଏକାଠି ,

ରଖି ଯିବା ଆମ ଜାତି ର ଟେକ 

ତ୍ରିରଙ୍ଗା ପତାକା ହାତ ରେ ଧରି

ଦେଶ ପାଇଁ କାମ ଯିବା ରେ କରି 

ଜାତି ,ଧର୍ମ,ବର୍ଣ୍ଣ ଭେଦ ଭାବ ଭୁଲି

କରି ଯିବା ରେ କାମ ସଭିଏ ମିଳି 

ଛଳନା ରଙ୍ଗ ରୁ ଓହରି ତ୍ରିରଙ୍ଗା

ବଜାଏ ଆଜି ସ୍ଵାଧୀନତା ଡଙ୍ଗା 

ଆମ ପାଇଁ କେତେ ସହିଦ୍ ହେଲେ

ମାଟି ମା ପାଇଁ ଜୀବନ ଦେଲେ 

ତାଙ୍କ ପାଇଁ ଆମେ ସ୍ୱାଧୀନ ଆଜି

ଦେଶ ପ୍ରୀତି ମନ୍ତ୍ରେ ଯିବା ରେ ହଜି

ହିନ୍ଦୁ ,ମୁସଲମାନ , ଶିଖ,ଖ୍ରୀଷ୍ଟିଆନ

ସମସ୍ତ କ ଆମେ ରଖିବା ମାନ

ଭାରତ ସଂସ୍କୃତି କେଉଥି ନାହିଁ

କଲା ସଂସ୍କୃତି ପୁରୀ ରହିଛି ଜହି 

ଆମ ଭାରତ ମାଟି ଏ ତା ଠାରୁ ବଳି କି ନାହିଁ 

କଳା ସଂସ୍କୃତି ଅପୂର୍ବ ସମ୍ଭାର ପୁରୀ ରହିଛି ତ ହିଁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational