STORYMIRROR

Akankshyamayee Dash

Abstract Inspirational

4  

Akankshyamayee Dash

Abstract Inspirational

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
235

ଭାରତ ମାତା ର ବୀର ସନ୍ତାନ ,ଦେଇ ଗଲେ ଭେଟି ସ୍ଵାଧୀନତା ଦିନ 

ଆସ ସର୍ବେ ଆଜି ହୋଇବ।ଏକ ,ରଖି ଯିବା ଆମ ଜାତି ର ଟେକ ।।

ତ୍ରିରଙ୍ଗା ପତାକା ହାତ ରେ ଧରି ଦେଶ ପାଇଁ କାମ ଯିବା ରେ କରି 

ଜାତି ,ଧର୍ମ ,ବର୍ଣ୍ଣ ,ଭେଦ ଭାବ ଭୁଲି କରି ଯିବା କାମ ସଭିଏ ମିଳି ।।

ଛଳନା ରଙ୍ଗ ରୁ ଓହରି ତ୍ରିରଙ୍ଗା ବଜାଏ ଆଜି ସ୍ଵାଧୀନତା ଡଙ୍ଗା 

ଆମ ପାଇଁ କେତେ ସହିଦ୍ ହେଲେ ମାଟି ମା ପାଇଁ ଜୀବନ ଦେଲେ ,

ତାଙ୍କ ପାଇଁ ଆମେ ସ୍ୱାଧୀନ ଆଜି ଦେଶ ପ୍ରୀତି ମନ୍ତ୍ରେ 

ଯିବା ରେ ହଜି ,ହିନ୍ଦୁ ,ମୁସଲମାନ ,ଶିଖ , ଖିରିଷ୍ଟିୟନ୍ ସମସ୍ତ କ ଆମେ ରଖିବା ମାନ 

ଭାରତ ସଂସ୍କୃତି କେଉ ଠୀ ନାହିଁ କଳା ସଂସ୍କୃତି ପୁରିଛି ଯହିଁ ।।

ସହିଦ୍ ମାନେ ପାଇ ଥିଲେ ବିପଦ ,

ସ୍ୱାଧୀନତା ପାଇଁ ଆଗକୁ ବଢାଇଲେ ପାଦ 

ନିଷ୍ଟା ର ବିଦେଶୀ କଲେ ଅତ୍ୟାଚାର 

ପାଟି ଖୋଲୁଥି ଲେ ପିଠି ର ପାହର ।।

ଆମ ଭାରତ ମାଟି ଏ ତା ଠାରୁ ବଳି କେ ନାହିଁ ।କଳା ସଂସ୍କୃତି ର ଅପୂର୍ବ ସମ୍ଭାର ପୁରୀ ରହି ଅଛି ତ ହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract