STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଅଗ୍ନି ପରୀକ୍ଷା

ଅଗ୍ନି ପରୀକ୍ଷା

1 min
190


ମାତା ସୀତା ତୁମେ ଦେଇ ଥିଲ 

ଅଗ୍ନି ପରୀକ୍ଷା

ତୁମ ପାଇଁ କାହିଁକି ନିର୍ଦ୍ଦୟ ହେଲେ ବିଧାତା,

ରାମ କାହିଁକି ଅଗ୍ନି ପରୀକ୍ଷା ଦେବାକୁ

କହିଲେ?

ତୁମେ ମହା ସତୀ ବୋଲି ଆଗରୁ ଜାଣି ଥିଲେ

ଅଗ୍ନି ଦେବତା ତୁମ ସତୀତ୍ଵ କୁ ଜାଣି ଥିଲେ

ତୁମେ ମହାସତୀ ବୋଲି ପ୍ରମାଣ କଲେ ।

ରାମଙ୍କ ବିନା ଯେ କେବେ ଭାବି ନ ଥିଲେ ଅନ୍ୟ ପୁରୁଷକୁ

କେମିତି ଅଗ୍ନି ସ୍ପର୍ଶ କରିଥାନ୍ତା ମହାସତୀ ସୀତାଙ୍କୁ

ମାୟା ସୀତା ହୋଇ ଅଶୋକ ବନେ ରହିଥିଲ

ତୁମରି ପ୍ରକୃତ କାୟା କୁ ଆଗରୁ ଅଗ୍ନି ରେ ରଖିଥିଲ

ଅଗ୍ନି ପରୀକ୍ଷା ଦେଇ ନିଜେ ସତୀ ନାରୀ ବୋଲି କଲ ପ୍ରମାଣ

ଜଣାଇଲ ନାରୀ ଜାତିକୁ ସତୀତ୍ଵ 

ଅଟଇ ନାରୀର ଭୂଷଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational