STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ଅଧିକାର

ଅଧିକାର

1 min
2.9K

ଅଧିକାରନା ତୁମର ମୋ ଉପରେ

ନା ମୋର ତୁମ ଉପରେ

ନା ତୁମେ କେବେ ପ୍ରୟାସ କରିଥିଲ

ନା ମୁଁ କେବେ ପ୍ରୟାସ କରିଥିଲି

ସାବ୍ୟସ୍ତ କରିବାକୁ ଅଧିକାର

ଯାହା ଥିଲା ଆମ ପାଇଁ

ଏକ ଅଭିଧାନ ବହିର୍ଭୁତ ଶବ୍ଦଟିଏ

ସତରେ ଯେଉଁଠି ପ୍ରେମ ଥାଏ

ଯେଉଁଠି ହୃଦୟ ସହ ହୃଦୟ ମିଶିଯାଏ

ସେଠି ଅଧିକାରର ସ୍ଥାନ ବା କାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract