STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ଅଦେଖା ସପନ

ଅଦେଖା ସପନ

1 min
166

ତୁମ ପାଇଁ ଏ' ଆଖିରେ

ନିଦ ମୋର ନାହିଁ

ତୁମ ପାଇଁ ଲୋତକର

ନଦୀ ଯାଏ ବହି ।

ଲେଉଟି ଗଲା ଫଗୁଣ

ଝାଉଁଳିଲା ଫୁଲ

ଯିବାର ଥିଲା ତ କାହିଁ

ପାଉଥିଲ ଭଲ ।

ତୁମ ବିନା ଏ'ଜୀବନେ

କିବା ପ୍ରୟୋଜନ

କି'ଲାଭ ଦେଖିଲେ ଆଉ

ଅଦେଖା ସପନ ।


साहित्याला गुण द्या
लॉग इन

Similar oriya poem from Tragedy