STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଅଚଳ ଅଧୁଲି

ଅଚଳ ଅଧୁଲି

1 min
14.3K


ମୁଁ ସିନା ତୋ ପାଇଁ   ଅଚଳ ଅଧୁଲି

ହେଲେ ବି ତୁ ମୋର ହୀରା

କହିବି କାହାକୁ        ନିଜକୁ କହୁଛି

ଆଖି ଢାଳେ ଲୁହ ଧାରା


ଏ କଥାକୁ ନେଇ    ମନ ଓ ହୃଦୟ

ରଖୁଛନ୍ତି ନ୍ଦ୍ୱନ୍ଦ ଭାବ

ମନ ସିନା ହୁଏ      ଏପଟ ସେପଟ

କିନ୍ତୁ ହୃଦୟ ନୀରବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Abstract