STORYMIRROR

Chittaranjan Lenka

Inspirational Others Abstract

2  

Chittaranjan Lenka

Inspirational Others Abstract

ଅଛିଣ୍ଡା ପ୍ରଶ୍ନ

ଅଛିଣ୍ଡା ପ୍ରଶ୍ନ

1 min
13.1K


କହନ୍ତି ସଭିଏଁ   ତୋ ଶରଣ ବିନା

ଗତି ମୁକ୍ତି କିଛି ନାହିଁ

ହେଲେ ମୁଁ କେମିତି  ଶରଣ ନେବିରେ

ବଡ ପ୍ରଶ୍ନଟିଏ ସେହି?


ହାତ ଗୋଡ ମୋର  ଅଟେ ଯେ ତୋହର

ତୋର ଏହି ମନ ପ୍ରାଣ

ତୋର ଇଛା ବିନୁ  କେମିତି ସମ୍ଭବ

ତୋ ପାଦେ ନେବି ଶରଣ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational