STORYMIRROR

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

ଅବ୍ୟକ୍ତ ବେଦନା

ଅବ୍ୟକ୍ତ ବେଦନା

1 min
223

ଜଳି ଜଳି ଯିବି ସଳିତା ପରି ମୁଁ

  ଏ ଜୀବନ ଦୀପ ଲିଭିବା ଯାଏ

    କାହିଁକି ଜଳୁଛି କା ଲାଗି ଜଳୁଛି

       ଏ କଥା ଟି ଅବା ଜାଣିବ କିଏ ?


       କିଏ ବା ରଖିଛି ହିସାବ ଏହାର

    ଯେତେ ଲୁହ ମୋର ଆଖିରୁ ଝରେ

  କିଏ ବା ବୁଝିବ ଅନ୍ତର ର ଦୂ8ଖ 

ଅବ୍ୟକ୍ତ ବେଦନା କହି କି ହୁଏ ?


Rate this content
Log in

Similar oriya poem from Tragedy