STORYMIRROR

Sukanti Hotta

Inspirational

4  

Sukanti Hotta

Inspirational

ଅବୁଝା ମଣି

ଅବୁଝା ମଣି

1 min
118

କୁଳନନ୍ଦନ ଧୂଆଁ ଛାଡୁଥିଲା

ରାସ୍ତା ଘାଟରେ ବୁଲି

ସାଙ୍ଗସାଥୀ ଧରି ମଦ ଦୋକାନରେ

କରୁଥିଲା ଖଟିଗୁଲି

ଗୁଣମଣି ମୋର କୁଳ ରତନ

ଆଉ ବଇଁଶୀ ଫୁଙ୍କୁନି

ଦୋକାନ ବଜାର ବନ୍ଦ ଥିବା ଯୋଗୁଁ

ମଦ ସିଗାରେଟ ମିଳୁନି

କରୋନା ଯୋଗୁଁ ସିଗାରେଟ ମଦ

ସବୁ ବନ୍ଦ ହୋଇଗଲା

ମନ ଦୁଃଖ କରି ମୋ ବିସିକେଶନ

ଘରେ ହିଁ ରହିଲା

ଘରେ ରହିକରି ଦିନେ ମନଦୁଃଖେ

ଲୁଚି କରି ଘରୁ ଗଲା

କରୋନା ସାଙ୍ଗକୁ ଆମନ୍ତ୍ରଣ କରି

ଘରକୁ ଆମ ଆସିଲା

ନିୟମ ନମାନି ବୁଲିବାର ମଜା

ଧନର ବାହାରିଗଲା

ପୁରା ପରିବାର କ୍ଵାରେଣ୍ଟାଇନରେ

ରହିବାକୁ ପଡିଲା

ଅବୁଝାମଣିର ବୁଦ୍ଧି ଆସିଗଲା

ଜୀବନର ମାନେ କଣ

ସିଗାରେଟ ମଦ ସବୁ ଛାଡିଦେଲା

ସୁନାପିଲା ହେଲା ଜାଣ l


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational