STORYMIRROR

sudhakar sethi

Drama

3  

sudhakar sethi

Drama

ଅବୁଝା ମନ,✍️ସୁଧାକର ସେଠୀ

ଅବୁଝା ମନ,✍️ସୁଧାକର ସେଠୀ

1 min
11.5K

ଏମିତି ପଥର ସାଜିଛି ପଥିକ

ପଚାରନି ମୋତେ ବାଟ 

ଅଖିର ଲୁହ ପିଉଛି ନିଇତି 

ହରାଇ ଜୀଵନେ ସୁଖ ।


ଚାରିପାଖେ ଘୋଟିଛି ଅନ୍ଧାର

ଯିଵାକୁ ଲାଗୁଛି ଡର

ପଛକୁ ଦେଖିଲେ କେହିନାହିଁ ସାଥେ

ତଥାପି ମନ ଅଧିର ।


ନିଜର ନିଜର ଗୋଟାଇ ଚାଲିଛି

ଛାଇତ ନୁହେଁ ନିଜର

ହୃଦକୁ ଜଳାଇ କିବା ମିଳିଵ ଲାଭ

ଏତ ଅସାର ସଂସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama