Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Tragedy

3  

baishnaba meher

Tragedy

ଅବିଶ୍ୱାସ

ଅବିଶ୍ୱାସ

1 min
227



ସମ୍ପର୍କର ବିରାଟ ଅଟ୍ଟାଳିକା...

କ୍ଷଣକେ ଧୂଳିସାତ ହୋଇଯାଏ,

ଯେବେ...

ଅବିଶ୍ୱାସର ସୁକ୍ଷ୍ମ ଝଡ଼...

ବାତ୍ୟାର ରୂପ ନିଏ । 


ଅନ୍ତହୀନ ସମାନ୍ତରାଳ ରେଖାପରି...

ଚାଲିଥାଏ ବିକ୍ଷୁପ୍ତ ଜୀବନ,

ଆଉ...

ଅତୀତର ତର୍ଜମା କରୁଥାଏ ...

ଏଇ ଅଶାନ୍ତ ମନ। 


ଝାପ୍ସା ଝାପ୍ସା କ୍ୟାନଭାସ୍ ରେ...

ପ୍ରତିକୃତି ହୁଏ ଧୂଳିମୟ,

ପୁଣି...

କେହି ଜଣେ କହୁଥାଏ...

ହେ ଅବିଶ୍ୱାସୀ ଭୁଲ୍ କାହାର । 


ଅନ୍ତ ଚେତନା ମୋର...

କରେ ତୀବ୍ର କମ୍ପନ,

କିନ୍ତୁ...

ମନେପଡେ ପୁରୁଣା କଥା...

ସମ୍ପର୍କର ନିବିଡ଼ ବନ୍ଧନ । 


ନିଶ୍ୱାସର ପ୍ରତିଟି ମୁହୂର୍ତ୍ତରେ...

ବିଶ୍ୱାସର ସ୍ରୋତ ଖୋଜେ,

ଆଉ...

ପୁଣିଥରେ ମିଶିଯିବାକୁ ଚାହେଁ...

ଶେଷ ନିଶ୍ୱାସ ଯାଏଁ । 


Rate this content
Log in

Similar oriya poem from Tragedy