STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅଭୂଲା ଜାଲିଓ୍ଵାନାବାଗ ହତ୍ଯା କାଣ୍ଡ

ଅଭୂଲା ଜାଲିଓ୍ଵାନାବାଗ ହତ୍ଯା କାଣ୍ଡ

1 min
205

ସଭିଙ୍କ ହୃଦୟ ତନ୍ତ୍ର ଥରି

ଉଠେ ଆଜି ମନେ ପଡିଲେ

ସେହି ଦିନ ଯେଉଁ ଦିନ

ପ୍ରାଣରେ ସ୍ବାଧୀନତାର

ଆହ୍ବାନ ନେଇ ସଭିଏଁ

ଏକାଠି ହୋଇ ଵାଣ୍ଟୁ

ଥିଲେ ପରାଧୀନତାର

ଭୟସଙ୍କୁଳିତ କଷ୍ଟର

ମୁହୂର୍ତ୍ତ ସେହି ସମୟରେ

ଏକ ପ୍ରେତାତ୍ମା ନରହିସୁଂକ

ଆସି ହଠାତ୍ ଗୁଳି ବର୍ଷଣ

କରି ହଜାର ହଜାର

ଲୋକଙ୍କ ପ୍ରାଣ ନେଇ

ଗୁଳି ବର୍ଷଣ କରି ଆଖିପିଛୁଳାକେ

ଲୋକଙ୍କ ଜୀବନର

ହରି ଖେଳିଲା ଜୀବନ

କ୍ଷଣକେ ମାତ୍ରେ ସଭିଏଁ

ଜୀବନ ବିକଳରେ 

କୂଅକୁ ଡେଇଁ ପଡିଥିଲେ

ସେହି ମର୍ମନ୍ତୁକ ଦୃଶ୍ୟ

ଆଜିଭି ସଭିଙ୍କ ଛାତିକୁ

  ଥରାଇ ଦିଏ 

ସେହିଦିନର ସେହି

ପ୍ରାଣ ଥରା କଥା ମନେ

ପଡିଲେ ଲୋମ ଟାଙ୍କୁରି

    ଉଠେ

ଯୁଗ ଯୁଗ ପାଇଁ ଏହି

ଦିବସ ଲୋତର ଧାର

   ଛୁଟାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational