STORYMIRROR

Suryakanta parida

Romance Fantasy

4  

Suryakanta parida

Romance Fantasy

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
356


ମୁଁ ଖୋଜୁଛି ତମକୁ ମୋ ଭଙ୍ଗା ହୃଦୟରେ,


ସ୍ଵପ୍ନ ସବୁ ହଜିଗଲା ତମ ନୀରବତାରେ,


ହୃଦୟର ସ୍ପନ୍ଦନ ସ୍ଥିର ଆଜି ତମେ ଗଲା ପରେ,


ପୁର୍ଣିମାର ଜହ୍ନ ହଜିଗଲା ଅଦିନିଆ କଳା ମେଘରେ,


ମୁଁ ଆଜି ସ୍ଥିର ସ୍ତବ୍ଧ କେଵଳ ତମରି ସ୍ମୃତିରେ,


ଆଣି ଦେବୀ ଜହ୍ନ ତମ ପାଇଁ ଫେରି ଆସ ଥରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance