STORYMIRROR

Alhadini Panigrahi dash

Romance

3  

Alhadini Panigrahi dash

Romance

ଅଭିସାରିକା

ଅଭିସାରିକା

1 min
412

ଭିଜା ଭିଜା ଶାଢୀରେ ଗୋ ରୋମାଞ୍ଚର ରାଗିଣୀ

ବିଜୁଳିର ଉଷ୍ଣ ଓଠେ ,ଭରିଛ କି ମୋହିନୀ

ଆଗୋ ବର୍ଷା..., ସତେ କି ଗୋ.......

ଅଭିସାର ବେଶ ସାଜି ଆସୁଛ ଓହ୍ଲାଇ ।୧ା


ପ୍ରେମ ମୟ ଛନ୍ଦ ତୋଳି ବଜାଅ ଗୋ ପାଉଁଜି

କଣ୍ଠ ସୂରେ ଭରିଛ କି ଶିହରଣ ଆହୁରି

ଆଗୋ ବର୍ଷା....ସତେ କି ଗୋ ...

ପାଗଳିନୀ ହୁଅ ଆଜି ମିଳନର ପାଇଁ କି ? ।୨ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance