STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଅଭିନୟ

ଅଭିନୟ

1 min
307


ଭାଗ୍ୟର ଏ କି ବିଡମ୍ବନା

ଜମା ବୁଝି ହୁଏନା

ଅଭିନୟ କରିବାକୁ ହୁଏ

ନିଜକୁ ନିଜସହ କରି ବାହାନା ।


ଜୀବନର ଜୟଯାତ୍ରାରେ 

ଜିଇଁବାକୁ ହୁଏ ମରି ମରି

କେବେ ଦୁଃଖରେ କେବେ ସୁଖରେ

ମୁଠାଏ ସ୍ବପ୍ନକୁ ସାକାର କରିବାକୁ ହେଲେ


ଖୁବ ପ୍ରତିବନ୍ଧ 

ଖୁବ ପଶ୍ଚ୍ୟାତାପ

ଖୁବ ଅବଶୋଷ ରହିଯାଏ

ହେଲେ ଆଗକୁ ବଢିବାକୁ ହୁଏ

ନିଜ ପରିବାର ପାଇଁ ।


ଅଭିନେତା ସଦୃଶ

ଅଭିନୟ କରିବାକୁ ହୁଏ

କାହାକୁ ସୁଖ ଆଞ୍ଜୁଳାଏ ଦେବାକୁ

କାହା ଓଠରେ ଚେନାଏ ହସ ଭରିବାକୁ ।।


Rate this content
Log in

Similar oriya poem from Abstract