STORYMIRROR

Debabrata Jena

Inspirational Others

3  

Debabrata Jena

Inspirational Others

ଅଭିନନ୍ଦନଙ୍କୁ ମୋ ଅଭିନନ୍ଦନ

ଅଭିନନ୍ଦନଙ୍କୁ ମୋ ଅଭିନନ୍ଦନ

1 min
317


ଶତ୍ରୁ ଦେଶରେ ନିଜ ପରାକ୍ରମ

ଦେଖାଇ ବୀର ଯବାନ

ଫେରି ଆସିଛ ଏ ଜନମ ମାଟିକୁ

ହେ ବୀର ଅଭିନନ୍ଦନ ।।

ଗରବ କରୁଛୁ ତୁମ ପାଇଁ ଆମେ

ଏ ମାଟି ଯୋଗ୍ୟ ସନ୍ତାନ

ଦେଇ ଗଲ ପ୍ରତି ଭାରତୀୟ ପ୍ରାଣେ

ଦେଶପ୍ରେମର ଆହ୍ବାନ ।।

କରୁଛି ନମନ ହେ ବୀର ପୁଂଗବ

କରୁଛି ଅଭିନନ୍ଦନ

ଜନ୍ମ ଜନ୍ମ ପାଇଁ ରହିବ କୀରତି

ତୁମ ଦେଶପ୍ରେମ ଚିହ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational