STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅଭିବ୍ୟକ୍ତି

ଅଭିବ୍ୟକ୍ତି

1 min
175

ନିସ୍ତବ୍ଧ ସହର ଆଜି

ଚତୁର୍ଦ୍ଦିଗ ଖାଲି

ଆହାକାରମୟ

ଛାଇଯାଇଛି ଘନ

ଘୋର ଅନ୍ଧକାର

ତୁନିତାନି ହୋଇ

କି ସତେ ବସିଅଛି 

ଅଛି ପ୍ରକୃତି ଆଉ

ଖୋଲୁନି ମୁଖ

ବୃକ୍ଷ ଲତା ସର୍ବେ

ଆଜି ସାଜିଛନ୍ତି ମୂକ

ନିସହାୟ ହୋଇ

ବୁହାଇ ଦେଉଛନ୍ତି

ନୟନୁ ଲୋତକ

ଯନ୍ତ୍ର ଚାଳିତ

ଯାନବାହାନ ସବୁ

ଵିମୁଖ ଶୁଭୁନାହିଁ

କାହାରି ଘୁଁ ଘୁଁ

  ଶଦ୍ଦ

ଦେବ ଦେବୀଙ୍କ

ମନ୍ଦିରେ ଲାଗିଛି

  କୋଲପ

ଶୁଭେନା ଆଉ ଶଙ୍ଖର

   ଧ୍ବନି ତରଙ୍ଗ

ଶୁଣେନା କର୍ଣ୍ଣ ଆଜି

  ବ୍ରହ୍ମନାଦ

ରୋଷ କରିଛନ୍ତି କି

ସତେ ପରମବ୍ରହ୍ମ

ରକ୍ଷା କର ପ୍ରଭୁ

  ରକ୍ଷା କର 

ନାଶିଦିଅ ଅଇରୀ

ପେଶି ତୁମ ସୁଦର୍ଶନ

  ଚକ୍ର

ଘେନ ପ୍ରଭୁ ଭକ୍ତି ପୂତ

  ନିବେଦନ

ଉଜୁଡାଅ ନାହିଁ ଆଉ

    ସଂସାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational