STORYMIRROR

Anirudha Kund

Inspirational

3  

Anirudha Kund

Inspirational

ଆୟୁଷ୍ମାନ ଜନ୍ମଦିନ ଶୁଭେଚ୍ଛା

ଆୟୁଷ୍ମାନ ଜନ୍ମଦିନ ଶୁଭେଚ୍ଛା

1 min
11.6K

ତୋ ଜନମ ଦିନ ଶୁଭ ଅବସରେ

କାଳିଆ ଚରଣେ ମୁଁ ମିନତି କରେ

ସବୁଦିନ ତୋର ଶୁଭପ୍ରଦ ହେଉ

ଅଶିଷ କରନ୍ତୁ ପ୍ରଭୁ ମହାବାହୁ

ଜୀବନ ନନ୍ଦିଘୋଷ ବନୁ ଶତାୟୁ 

ଯଶ ନିଳଚକ୍ର ନେତ ଉଡୁଥାଉ

ଦୁଃଖର ବଳୟ ଯାଉ ଅପସରି

ପୂର୍ଣ୍ଣ ହେଉ ତୋର ସ୍ବପ୍ନ ଅସୁମାରୀ

କୃପାମୟ ହରି ବାହୁକୁ ପ୍ରସାରି

ମାରଗ ଦର୍ଶାନ୍ତୁ ତୋ ହାତକୁ ଧରି

ଜୀବନେ ତୋ ସୁଖ ଶାନ୍ତି ଯାଉ ଭରି

ହସୁଥା ସଦା ପୁନେଇଁ ଜହ୍ନ ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational