STORYMIRROR

Pramila Mohanty

Abstract

3  

Pramila Mohanty

Abstract

ଆଉ କାଗଜରେନାହିଁ ଖବର

ଆଉ କାଗଜରେନାହିଁ ଖବର

1 min
203


ଆଉ କାଗଜରେ ନାହିଁ ଖବର

ଦୁନିଆ ବଜାରେ ଚାଲିଛି

ମୋବାଇଲ ଟେଲିଭିଜନ

ନେଟର ବ୍ଯବହାର ନିମିଷକେ

ପଡୁଛି ଜଣା ଵିଶ୍ଵ ବ୍ରାହ୍ମାଣ୍ତର ଖବର

ସଭିଙ୍କ ହାତରେ ମୋବାଇଲ୍ ର

ବ୍ଯବହାର ଆବାଳ ବୃଦ୍ଧବନିତା

ପାଗଳ ତାହାରି ପଛରେ

କେହି କରନ୍ତି ନାହିଁ ଖବର

କାଗଜର ଆଦର 

ଖୋଲିଦେଲେ ଫେସବୁକ

ଫଟାଫଟ ଜଣା ପଡିଯାଏ

ବିଜୁଳି ବେଗରେ ଖବର

ସମସ୍ତେ ପଢନ୍ତି ନାହିଁ

ଆଉ କାଗଜର ଖବର

ସଭିଏଁ ସଦା ବ୍ଯସ୍ତ ଆଉ 

ନ ଥାଏ କାହା ପାଖରେ ସମୟ

ପଢିବାକୁ ଖବର କାଗଜ

ଭୁଲି ଗଲା ଏ ମଣିଷ 

ସଭ୍ୟତାର ପ୍ରଥମ ଆଭାଷ

ଦେଇଥିଲା ଖବର କାଗଜ ।।


Rate this content
Log in

Similar oriya poem from Abstract