STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଆତ୍ମତୃପ୍ତି

ଆତ୍ମତୃପ୍ତି

1 min
12K

ଖାଲି ମିଳିଯାଉ ଶାନ୍ତି 

ଓଁ ଶାନ୍ତି ଶାନ୍ତି ଶାନ୍ତି 

ଶାନ୍ତି ହିଁ ପ୍ରଶାନ୍ତି 

ଶାନ୍ତି ହିଁ ନାସ୍ତି ରେଅସ୍ତି 

 ଶାନ୍ତିର ଧାରା ସମ୍ପ୍ରତି 

ଖୋଜନ୍ତି ଏଠି ସେଠି ନିତି 

ହେଲେ ଶାନ୍ତି ମନରେ 

ଶାନ୍ତି ହୃଦୟରେ ବାସ କରେ 

ଆଖିରେ ବି ଓଠରେ ବି 

ଥରେ ସେହି ଶାନ୍ତି ର ନୟନ 

ଥରେ ସେହି ଶାନ୍ତି ର କଥନ 

ଥରେ ହୃଦୟର ଶାନ୍ତି ର କମ୍ପନ 

ଥରେ ମନ ତଳର ଶାନ୍ତି ଉପବନ 

ସେଇଠି ମିଳିବ ଯେବେ 

ଶିବମୟ ହୋଇଯିବ ବିଶ୍ୱ 

ଆଉ ଖୋଲିଯିବ ତୃତୀୟ ନୟନ 

ସେ ନୟନ ର ଉପଲବ୍ଧି 

କେବଳ ପ୍ରଶାନ୍ତି ନୀଳୟମ 

ଶୀତଳଷଷ୍ଠୀ ରେ ପୁଜନ୍ତି ତୁମ୍ଭଙ୍କୁ 

ସର୍ବେ ହେବାକୁ ଶାନ୍ତିଦୂତ 

ବିଜୟୀ ଓ ବଳିୟାନ 

ନଥିବ କାଳସର୍ପ ର ଦହନ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract