Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Classics Inspirational

3  

Lopamudra Parida

Classics Inspirational

ଆତ୍ମତୃପ୍ତି

ଆତ୍ମତୃପ୍ତି

1 min
162


ଗୋଟିଏ ନଈ 

ପଟିଏ ସାଗର

ତିଆରିଥିଲେ ମୁହାଣଟିଏ....

ମୁହାଣ ଯାକ କେରାଣ୍ଡି ଖେଳୁଥିଲେ ଖୁସିରେ 


ଦିନେ ଇର୍ଷାର ଝଡଟିଏ

ପ୍ରେମର ଇଗଲକୁ ପଛରେ ପକେଇ

ପୋତିଦେଲା ମୁହାଣ

ସେବେଠୁ ସେଠି ଖାଲି

ବାଲିଚର ।।


ତଥାପି ବଞ୍ଚିଛି ନଈ

ସାଧନାରେ ତପୁଛି ସମୁଦ୍ର

ଦିନେ କାଳେ

ଜନ୍ମ ନବ

କୋମଳ ଝରଣାଟେ

ମୁହାଣର ଆତ୍ମତୃପ୍ତି ରୂପେ ।।



Rate this content
Log in

Similar oriya poem from Classics