Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଆସୁଛି କାଳିଆ

ଆସୁଛି କାଳିଆ

1 min
190


ଆସୁଛି କାଳିଆ ମୋର ରଥେ ଝୁଲି ଝୁଲି

ବଡ଼ ଦାଣ୍ଡେ ଆଜି ଶୁଭେ ଶଙ୍ଖ ହୁଳହୁଳି

ବଳଭଦ୍ର ଆସୁଛନ୍ତି ତାଳଧ୍ଵଜ ରଥରେ

ଆସନ୍ତି ସୁଭଦ୍ରା ଦୁଇ ଭାଇ ମଝିରେ

ପଛେ ଆସେ ନନ୍ଦିଘୋଷ ଲଗାଇ ଗହଳି

ବାଇଶି ପାହାଚେ ପହଣ୍ଡିରେ ଆସିବ

ଜୀବ ସାଥେ ପରମର ମିଳନ ହେବ

ସବୁ ଭକତର ସେତ ଗଳାର ମାଳି

ରଥ ଉପରେ ବିଜେ କଳା ବାମନ

ସବୁ ଭକତ କରନ୍ତି ଦର୍ଶନ

ବରଷେକେ ଥରେ ଯାଏ ସେତ ବୁଲି



Rate this content
Log in

Similar oriya poem from Inspirational