STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଗଣେଶ ପୂଜା_₹_____₹____

ଗଣେଶ ପୂଜା_₹_____₹____

1 min
15



ଆଜି ଆସିଛି ଶୁଭ ବେଳା

ନମଃ ଗଣେଶ ବିଘ୍ନେଶ

ଗଣନାୟକ ଗଣଧଶାୟ 

ପାର୍ବତୀନନ୍ଦନଙ୍କ ପୂଜା

ପାର୍ବଣରେ

 ଅଗ୍ରପୂଜ୍ୟ ବୋଲି 

  ଉଡୁଛି ଯାହାଙ୍କ ଧ୍ୱଜା

ଅତି ସରାଗ ପ୍ରିୟ 

  ଯାହାଙ୍କ ରାଶି ଖଜା

ହସ୍ତିର ମସ୍ତକ ହୋଇଛି

  ଯାହାଙ୍କର ଶୀରରେ ଖଞ୍ଜା

ଆପାଦ ମସ୍ତକ ସୁଶୋଭିତ

  ଯାହାଙ୍କର ଅତି

 ସାବଲୀଳ ଚେହେରା

ହୁଏ ନୈବେଦ୍ୟ ମୋଦକ

  ହୋଇଥାଏ ପୂର୍ଣ୍ଣ

ସେଥିରେ ନଢିଆ କୋରା

ବାହନ ଯାହାଙ୍କ 

p>

 ମୂଷିକ ରାଜା 

 ଅତି ଚତୁରତାର  

ସହ ପ୍ରଦିକ୍ଷଣ କରି 

  ଛୁଇଁ ଥିଲେ ଯାହାଙ୍କ ପୟର

ସେ ଥିଲେ ଶଙ୍କର ପାର୍ବତୀ

  ନିଜ ପିତାମାତା କହିଥିଲେ

ସକଳ ତୀର୍ଥ ବୁଲିଛନ୍ତି

  ପାଇଛନ୍ତି କେତେ ମଜା

 ଏକ କଥା ଶୁଣି ଚକିତ

ହୋଇ ରହିଥିଲେ

 କାର୍ତ୍ତିକେୟ ଜ୍ୟେଷ୍ଠ ଭ୍ରାତା

 ହୋଇ ନତ ମସ୍ତକ 

ସର୍ଭେ କରିବା ତାଙ୍କରି ପୂଜା

 ଛୁଇଁ ତାଙ୍କ ପାଦ

ବିଦ୍ୟା ବୁଦ୍ଧି ମାଗିବା

  ଆଶିଷ ଲୋଭିବା



Rate this content
Log in