Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Mohanty

Inspirational

3  

Pramila Mohanty

Inspirational

ଗଣେଶ ପୂଜା_₹_____₹____

ଗଣେଶ ପୂଜା_₹_____₹____

1 min
3



ଆଜି ଆସିଛି ଶୁଭ ବେଳା

ନମଃ ଗଣେଶ ବିଘ୍ନେଶ

ଗଣନାୟକ ଗଣଧଶାୟ 

ପାର୍ବତୀନନ୍ଦନଙ୍କ ପୂଜା

ପାର୍ବଣରେ

 ଅଗ୍ରପୂଜ୍ୟ ବୋଲି 

  ଉଡୁଛି ଯାହାଙ୍କ ଧ୍ୱଜା

ଅତି ସରାଗ ପ୍ରିୟ 

  ଯାହାଙ୍କ ରାଶି ଖଜା

ହସ୍ତିର ମସ୍ତକ ହୋଇଛି

  ଯାହାଙ୍କର ଶୀରରେ ଖଞ୍ଜା

ଆପାଦ ମସ୍ତକ ସୁଶୋଭିତ

  ଯାହାଙ୍କର ଅତି

 ସାବଲୀଳ ଚେହେରା

ହୁଏ ନୈବେଦ୍ୟ ମୋଦକ

  ହୋଇଥାଏ ପୂର୍ଣ୍ଣ

ସେଥିରେ ନଢିଆ କୋରା

ବାହନ ଯାହାଙ୍କ 

 ମୂଷିକ ରାଜା 

 ଅତି ଚତୁରତାର  

ସହ ପ୍ରଦିକ୍ଷଣ କରି 

  ଛୁଇଁ ଥିଲେ ଯାହାଙ୍କ ପୟର

ସେ ଥିଲେ ଶଙ୍କର ପାର୍ବତୀ

  ନିଜ ପିତାମାତା କହିଥିଲେ

ସକଳ ତୀର୍ଥ ବୁଲିଛନ୍ତି

  ପାଇଛନ୍ତି କେତେ ମଜା

 ଏକ କଥା ଶୁଣି ଚକିତ

ହୋଇ ରହିଥିଲେ

 କାର୍ତ୍ତିକେୟ ଜ୍ୟେଷ୍ଠ ଭ୍ରାତା

 ହୋଇ ନତ ମସ୍ତକ 

ସର୍ଭେ କରିବା ତାଙ୍କରି ପୂଜା

 ଛୁଇଁ ତାଙ୍କ ପାଦ

ବିଦ୍ୟା ବୁଦ୍ଧି ମାଗିବା

  ଆଶିଷ ଲୋଭିବା



Rate this content
Log in