STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଆଶା

ଆଶା

1 min
361

ଚେନାଏ ଆଲୁଅ ଯଦି 

ଆଶାର ଝଲକ, ମେଞ୍ଚାଏ 

ଅନ୍ଧାର ଯଦି ନୈରାଶ୍ୟ ର 

ବେଳା, ଏଇ ବୋଧେ 

ଖେଳ ଜୀଵନ ଆଶା 

ନିରାଶା, ଭାବନା ର 

ସାଗର ତଟରେ 

ମୁଁ ଖୋଜେ ଝଲକ ଆଶାର 

ମୁଁ ଖୋଜୁଛି ଏବେ 

ନୈରାଶ୍ୟର ବେଳାଭୂମି ରେ 

ଝଲକ ଆଶାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

Similar oriya poem from Abstract