STORYMIRROR

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ଆଶା

ଆଶା

1 min
243


ଶାରଦୀୟ ପୂଜା

ଜଗତ ଜନନୀ ଆବାହନ

ବହୁ ଆଡମ୍ବର ସହ

ପୂଜା କରୁ ଦୃଗତି ନାଶିନୀ !

ଈଶ୍ୱର କଂ ସର୍ବ ଶ୍ରେଷ୍ଠ ସୃଷ୍ଟି

ଏଣେ ଭ୍ରୁଣରୁ ମରଣ ଯାଏ

ପାଦେ ପାଦେ ବିପଦ ରେ ଥାଏ !!

ନିଷ୍ପେସିତା ନିର୍ଯ୍ୟାତିତ ଧର୍ଷିତା

ତାକୁ ଭୃଣ ହତ୍ୟା କରି

 ମନ୍ଦାକିନୀ, ତେଜସ୍ୱିନୀ, ତପସ୍ୱିନୀ

କୀର୍ତି, ମେଦ୍ଧ!, ଧୃତି, କ୍ଷମା

ଜୟା, ବିଜୟା, ଗୌରୀ,

ଜନ୍ମ ନିଅନ୍ତି ନାହିଁ

ଅବତରି ଆସନ୍ତି,

ପୃଥିବୀର କଲ୍ୟାଣ ପାଇଁ

ସୃଷ୍ଟିର ସର୍ବୋତମ କଳାକୃତି !!!

ସୂଯ୍ୟଙ୍କ ଗତିକୁ ରୋକନ୍ତି

ଯମକୁ ପରାସ୍ତ କରନ୍ତି

ତ୍ରିନାଥ ଙ୍କୁ ସ୍ତନ ପାନ କରାନ୍ତି

କ୍ରିୟାଶୀଳ କରୁଣା ମୁଦ୍ରାରେ

ଜଗତର କଲ୍ୟାଣ ନିମିତ

ପ୍ରତେକ ନାରୀ ଭିତରେ

ମାଆ ଟିଏ ଥାଏ

ମାଆ ର ବିକଳ୍ପ ନଥାଏ,

ଉତ୍ସ ନିକଟକୁ ଆସ

ନାରୀ ହିଁ ସୃଷ୍ଟି ର ନାଡୀ !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance