Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Fantasy Others

3  

padmaja pati

Fantasy Others

ଆଶା ଓ ଆଶଙ୍କା

ଆଶା ଓ ଆଶଙ୍କା

1 min
12K


ଫୁଟିଲା ଫୁଲ ତ ଆଶାର ଜୁଆର

ରୂପ, ରସ, ଗନ୍ଧେ ଭରା,

ତାକୁ ଦେଖି ପ୍ରାଣ ହୁଏ ପୁଲକିତ

ସତେ କେଡେ ମନୋହରା !


ଆଶଙ୍କାର ଚକା ଭଉଁରୀ ଖେଳରେ

ହନ୍ତସନ୍ତ ଆଜି ପ୍ରାଣୀ

ମୁଣ୍ଡେ ହାତଦେଇ ବସିଲାଣି କିଏ

ପଡିଛି ଆଜି ଭାଳେଣି l


ସାରା ଜଗତରେ ଶୁଭୁଛି କେବଳ

କରୋନାର ପଦାଘାତ

ଶୁଣି ଶୁଣି ଲୋକ ହେଲେଣି ବଧିର

କାନରେ ଦେଲେଣି ହାତ l


ନାକ, ପାଟି କିଏ ରଖିଛି ଘୋଡାଇ

ରୋଗ ନିବାରଣ ପାଇଁ

ଭାବୁଛି ନିଶ୍ଚୟ ମିଳିବ ଉପାୟ

କରୋନା ଯିବ ଉଭେଇ ।


Rate this content
Log in

Similar oriya poem from Fantasy