STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

ଆଶା ମୋ ଅସରନ୍ତି

ଆଶା ମୋ ଅସରନ୍ତି

1 min
13.9K


ଆଶା ମୋ ଅସରନ୍ତି

କେବେ କେବେ ଇଚ୍ଛା ହୁଏ

ଆକାଶକୁ ଛୁଇଁ ଯିବାକୁ

ଆଉ କେବେ କେବେ ଇଚ୍ଛା ହୁଏ

ପବନ ସହ ମନଭରି ଖେଳିବାକୁ

ଆଉ କେବେ କେବେ ଇଚ୍ଛା ହୁଏ

ପ୍ରଜାପତି ମାନଙ୍କ ସହ

ବହୁତ ସାରା କଥା ହେବାକୁ

ଶେଷରେ ଇଚ୍ଛା ଅଛି ମୋର

ଏଇ ମାଟିରେ ମିଶି ଯାଉ ମୋ ଶରୀର......||


ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational