STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଆସ ଯୋଗ କରିବା

ଆସ ଯୋଗ କରିବା

1 min
171


ଆସ ଭାଇ ଯୋଗ କରିବା

ସକାଳୁ ଉଠି ନିତି କରିବା

ଯୋଗ କଲେ ମନରୁ ଚିନ୍ତା ଯିବ

ଚଞ୍ଚଳ ମନ ବି ସ୍ଥିର ହୋଇ ଯିବ

ଯୋଗ ପୂର୍ବେ ଋଷି ମୁନି କରୁଥିଲେ

ନିରୋଗ ରହି ସାଧନା କରୁଥିଲେ

ଯୋଗ କରିଲେ ଦେହ ସୁସ୍ଥ ରହିବ

ଦେହ ଭଲ ଥିଲେ ସବୁ କାମ କରି ହେବ

ଯୋଗ କରିବାରେ ମନ ଲଗାଇବା

ଆସନ ପ୍ରାଣାୟାମ ଆମେ କରିବା

ବ୍ୟାୟlମ କଲେ ଦେହରୁ ଆଳସ୍ୟ ଯିବ

ଯୋଗ ଆମେ କରୁଥିଲେ କେବେ ରୋଗ ନ ଆସିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational