Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

akshayakumar Dash

Classics Inspirational Children

3  

akshayakumar Dash

Classics Inspirational Children

ଆସ ପଢିବ ପାଠ

ଆସ ପଢିବ ପାଠ

1 min
229


ଆସପଢ଼ିବ ପାଠ

ହୋଇବ ବଡ଼ ଚାଟ ।

ଅରୁ କ୍ଷ ଲେଖି

ଛବି ବହିକୁ ଦେଖି ।

ଅରଟ ସୂତା କାଟେ

ଆତ ଫଳିଛି ବାଟେ ।

ଇତି କୁ ଫଳ ଦେବା

ଉତ୍ତମ ପିଲା ହେବା ।

ଏକ ରେ ଏକ ଦୁଇ

ଓଉ ପଡିଛି ଭୂଇଁ ।

କଟକ ଯିବା ବୁଲି

ଖଟରେ ଗଲି ଭୂଲି ।

ଗରା ରେ ପାଣି କାଢି

ଘର ପାଖରେ ଗାଡି ।

ଚକ ଗଲାଣି ଫୁଟି

ଛକରେ ସାଙ୍ଗ ଜୁଟି ।

ଜନମ ଦିନ ଭୋଜି

ଝଟାରେ ବଲ ଖୋଜି ।

ଟକ ଟକ ମୋ ମନ

ଠକର କେତେ ଧନ ।

ଏମିତି ଯିବା ପଢି

ଜୀବନ ଦେବା ଗଢି ।



Rate this content
Log in

Similar oriya poem from Classics