STORYMIRROR

akshayakumar Dash

Inspirational Others

2  

akshayakumar Dash

Inspirational Others

ମା

ମା

1 min
133

କରୁଣା ର ଅବତାର

ନିଷ୍କପଟ ଝରଣାର ଧାରା

ବୃକ୍ଷ ସମ ଫଳ ଛାୟା

ଦେବାପାଇଁ ଛିଡା,

ତିଳେ ନାହିଁ ଗର୍ବ ଅଭିମାନ

ନିଜେ ମରି ବଞ୍ଚାଏ ସନ୍ତାନ

କେତେ ଦାନ ଧର୍ମ ଉପବାସ କରି

ସକାଳର ସୂର୍ଯ୍ୟ କିମ୍ବା ସନ୍ଧ୍ୟାର ସଞ୍ଜବତୀ

ପରିବାର, ବନ୍ଧୁ, ପରିଜନ ଚଳେ

ସମସ୍ତଙ୍କୁ ନେଇ, ସେ ଯେ ବୃନ୍ଦାବତୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational