STORYMIRROR

akshayakumar Dash

Inspirational

3  

akshayakumar Dash

Inspirational

ଦୁଇ ହଜାର କୋଡିଏ

ଦୁଇ ହଜାର କୋଡିଏ

1 min
248

ଜୀବନ ମରଣ ସଂଘର୍ଷ ଭିତରେ

ଆସୁଛି ଏକୋଉଶି 

କେତେ ଗଲେ କେତେ ରହିଲେ

ଗଣିତ କରନା ଦେଇଛି କଷି !

ହସିହସି ବସି ମହାମାରୀ ପଶି

ବନ୍ଦୀ ରଖିଲା ଘରେ,

ତୁମେ ସବୁ ଏବେ ମୁଖେ ତୁଣ୍ଡି ଦେଇ

ରୁହ ଏକାନ୍ତ ବାସରେ !

ଯଦି ଅମାନିଆ ହେବ ତେବେ

ପୋଲିସ ହାତରେ ପ୍ରହାର ମିଳିବ

ଚୁପଚାପ ବସ ଏବେ !

ମିଡ଼ିଆରୁ ଯାହା ଦେଖୁଛ ଶୁଣୁଛ

ଥରି ଥରି ଭୟ ପସେ

ଏମିତି ରୋଗ ଏ ଔଷଧ ନାହିଁ ଟି

ଭୋଗିଲେ ଏକାନ୍ତ ମାସେ !

ଯିଏ ଯାହା କରୁ ଦୁରେଇ ରହିବ

ବାହାରକୁଯିବା ମନା

କେତେଜଣ ଲୋକ ଅମାନିଆ ହୋଇ

ମରିଗଲେ ଏବେ ଅନା !

କରୋନା କରୋନା କରୋନା

ଛାଡ଼ିଆଡେ ଭୂତ ମାଡିଆସେ ସେତ

ପୃଥିବୀ କାନ୍ଦୁଛି ଅନା ! ! !


Rate this content
Log in

Similar oriya poem from Inspirational