STORYMIRROR

akshayakumar Dash

Inspirational

3  

akshayakumar Dash

Inspirational

ଜୀବନ

ଜୀବନ

1 min
167

ଆଗକୁ ପଡିଛି ବହୁଦୂର ଯିବା ଚାଲି

ବାଟ ଯାଙ୍କ  ଖାଲି କଣ୍ଟା ବୁଦା ମରୁ ବାଲି !

ଯେତେ ସବୁ ଝଡ ଆସିଲେବି ନାହିଁ ଡର

ଉପରେ ଆକାଶ ଧରିତ୍ରୀ ତଳେଟି ଘର !

ସୁରୁଜ ଉଇଁଲେ ମୁରୁଜ କିରଣ ଝରେ

ଦୁଃଖ ସବୁ ସୁଖ ଭାଙ୍ଗି ଲହଡ଼ିକୁ ଧରେ !

ଅଦିନିଆ ମେଘ ବରଷି ଦେଉଛି ବାରି

ସବୁ ଭଲ ଭାବି ନାବରେ ହୋଇବା ପାରି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational