STORYMIRROR

akshayakumar Dash

Children Stories Action Inspirational

3  

akshayakumar Dash

Children Stories Action Inspirational

ଧୈର୍ଯ୍ୟ

ଧୈର୍ଯ୍ୟ

1 min
214

ଅନାଟନରେ ସଢୁଥିବା ଲୋକ

ଦୋଷ ଦିଏ ଭାଗ୍ୟକୁ

ଜୀବନ ସଉଦା ରେ

ଫଳ ନାହି କ୍ଷେତରେ ଫସଲ

ପିତା ଲାଗେ ସଂସାର

ବନ୍ଧୁ ପରିଜନ ମୁହଁ ମୋଡ଼ନ୍ତି

ରୋଗ ଚରିଜମେଇ ଆସର

ନେଲା କେତେ ଦେଲା କେତେ

ଭାଯ୍ୟ ଠାରୁ ଭାଗଫଳ ଯେତେ

ଅନ୍ଧାର ଭିତରେ ରହି ଆଲୋକକୁ ଖୋଜେ ।।

ଅମାନିଆଁ ଘୋଡ଼ା ର ଅଁପ୍ନନ୍ତରା ଭୂମି ଲୋଡା

ଅହଂକାର, ଦମ୍ଭ, ଅଭିମାନ

ଲୋଭ ମୋହ ଠାରୁ ଦୂର

ଅନୁଭୁତି ଏକାନ୍ତ ନିଜର 

ଘଟେ ପ୍ରାଣ ଥିବା ଯାଏ

ପିଣ୍ଡ ଥିଲା ଯାଏ

ସଂଗ୍ରାମ କରିବାକୁ ହେବ

ବଞ୍ଚିବାକୁ ହେବ

ମହାଭାରତର ଯୁଧ୍ୟପାଈଁ ପ୍ରସ୍ତୁତ ରହିବା

ଅସାର ଙ୍କୁ ସାର ମଣି

ଥକି ପଡିଥିବା ଦେହକୁ

କର୍ତବ୍ୟ ମଞ୍ଚରେ

କଳାକାର ଭାବେ

ଧର୍ମ ଦେଖେ ଧରା

ଅଭାବରେ ଭାଵ ଡ଼ଙ୍ଗା

କୂଳକୁ ଲାଗିବ ଦିନେ

ଗଲେ ପଥ ହୁଡି ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍