STORYMIRROR

akshayakumar Dash

Others

3  

akshayakumar Dash

Others

ମହାମାରୀ

ମହାମାରୀ

1 min
175

କିଏ ଜାଣିଥିଲେକି

କରୋନା ମହାମାରୀକୁ

ଶୁଣାଯାଏ ଚୀନ ଦେଶର

ଉହାନ ସହରରେ

ପ୍ରସ୍ତୁତ ପ୍ରଣାଳୀ

ବିଜ୍ଞାନ କାହାଣୀ

ସାରା ବିଶ୍ୱରେ ଆତଙ୍କ

ଜନଜୀବନ ପ୍ରଭାବିତ

ଦେଶ ବିଦେଶ ଅର୍ଥନୀତି ବିପଦ

ଜୀବନ ବିପନ୍ନ

ଭୂତାଣୁ ସଂକ୍ରମଣ

ଲକ୍ଷ୍ୟ ସିଦ୍ଧି ନିମନ୍ତେ

ମାନବତା ଉପରେ ପ୍ରଶ୍ନ

ଦୃଷ୍ଟ ଶକ୍ତିର ପରାକ୍ରମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍