STORYMIRROR

akshayakumar Dash

Inspirational Children

2  

akshayakumar Dash

Inspirational Children

ଆକାଶ ର ରଙ୍ଗ

ଆକାଶ ର ରଙ୍ଗ

1 min
142

ଆକାଶ ରଙ୍ଗରେ ବିଶ୍ୱାସ

ଚାଲୁଥିବା ଯାଏ ନିଶ୍ୱାସ

ସୁଖ ଶାନ୍ତି ଧନ ସମ୍ପତ୍ତି

ପଡିବନି କେବେ ବିପତ୍ତି

ସମ୍ମାନ ପ୍ରଣତି ଶରଧା

ନିକଟରେ ରହି କରତା

ସବୁରି ଜୀବନ ସରସ

ସେବା ଦେଉଥିବ ବରଷ

ନେବା ଦେବା ଅଟେ କରମ

ଅରଯିବା କରି ଧରମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational