Gangotri Priyadarshini
Abstract Romance Fantasy
ଆସ ଗୋ ସର୍ବରୀ
ମୁକ୍ତ ଏ କବରୀ
ବର୍ଷା ବିଧୌତ ରଜନୀ ଅନ୍ତେ
ଛମ୍ ଛମ ତୁମ
ଚାଲି ମତ୍ତଗଜ
ହୃଦ ଅବସ୍ଥା କି କହିବି ସତେ
ହୋଇ ଆନମନା
ହେ ମେଘ ବରନା
ଫଲଗୁ ଧାରା ପ୍ରାୟ ଯାଉଛ ବହି
ମୃଗ ତୃଷ୍ନା ମୋର
ହେଇ ଯାଉ ଦୂର
ପିଣ୍ଡେ ପ୍ରାଣ ମୋର ଯାଉଗୋ ରହି ।
ଆଜିର ନାରୀ
ନୀରବ ପ୍ରେମ
ଯେତେ ସବୁ ପ୍ରେ...
ପ୍ରେମ ଆଶେ
ରାଧା ପାଦ
ତୁମେ ଆସିଲେ
ତୁମେ ମୋ ପାଇଁ
କୁହ ତୁମେ କିଏ ...
ତୁମ ପାଇଁ ପୁଣି...
ଯୁଦ୍ଧ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଚାକିରୀ ଚାକିରୀ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ବିଜୟା ଦଶମୀ ବିଜୟା ଦଶମୀ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଈର୍ଷା ଈର୍ଷା
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ