Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Tragedy Others

2  

Pinku Ranbida

Tragedy Others

ଆସ ବାପୁ ଫେରି ତୁମେ

ଆସ ବାପୁ ଫେରି ତୁମେ

1 min
145



ଆସ ବାପୁ ଦେଖି ତମେ 

ତମର୍ ରାମ୍ ରାଏଜ୍,

ଦେଖିଥିଲ ଯେନ୍ ସପନ୍

ସବୁ ହଯିଗଲାନ ଆଏଜ୍ ।


ଜାହି ଦେଖବ୍ ରକତ୍ ଖେଲ୍

ନାଇନ ଆଉ ଭାଇର୍ ମେଲ୍,

ତମେ ଯେନ୍ ଦେଖିଥିଲ ସପନ୍

ଭାଙ୍ଗି ଯାଉଛେ ସେ ଦରପନ୍ ।


ଟୁକେଲ୍ ଆଏଜ୍ ଚିତ୍କାର୍ କରୁଛେ

ମତେ ବଚ୍ ବଚ୍ କହି,

ରାବଣ ଆଜି ବହୁତ୍ ହେଇଗଲେନ

ରାମ୍ ନାଇଁ ହେବାର୍ କେହି ।


ବଲତ୍କାର୍,ଗଣ ଦୁଷ୍କର୍ମ 

ଦିନ୍ କେ ଦିନ୍ ଯାଉଛେ ବଢି,

ରାମ୍ ରାଏଜ୍ ତମର୍ ଦେଖି ଆସ

ନାରୀ ନାଇଁ ପାରବାର୍ ଗୋଡ୍ କାଢି ।


ଆସ ବାପୁ ତମେ ଆର୍ ଥରେ

ରାମ୍ ରାଏଜ୍ ଦିଅ ଗଢି,

ଯାହା ଅଛନ୍ ଇନ ଇଂରେଜ୍ ମାନେ(ପାପି ମାନେ)

ତାହାକୁ ଦିଅ ଘଉଡି ।


ଆସ ବାପୁ ଆସ କରୁଛୁ ଗୁହାରୀ

ଆର୍'ଥରେ ଜନମ୍ ନେଇ କରି,

ତମର୍ ରାମ୍ ରାଏଜ୍ ଆଧା ଅଛେ

ପୁରା କରିଦିଅ ଆସି କରି ।


Rate this content
Log in

Similar oriya poem from Tragedy